ବିଏମ୍‌ସିର ‘କୋଭିଡ୍‌’ ଛଳନା : ସାଧାରଣ ଲୋକଙ୍କ ପାଇଁ ସବୁ କଟକଣା

ଭୁବନେଶ୍ବର: ଭୁବନେଶ୍ବରରେ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ବିଏମ୍‌ସି କଟକଣା ଜାରି କଲା। ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ଥିଲା, ପ୍ରେକ୍ଷାଳୟରେ ଯେ କୌଣସି କାର୍ଯ୍ୟକ୍ରମ କଲା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ସେହି ହଲ୍‌ରେ ଯେପରି ସମସ୍ତ କୋଭିଡ୍‌ ନିୟମ ପାଳନ କରାଯାଏ, ସେଥି ପ୍ରତି ଆୟୋଜକ ଧ୍ୟାନ ଦେବେ। ନଚେତ ଆୟୋଜକ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ। କୋଭିଡ୍‌ ସଂକ୍ରମଣ ରୋକିବା ପାଇଁ ବିଏମ୍‌ସିର ଏପରି ସତର୍କତାମୂଳକ ପଦକ୍ଷେପକୁ … Continue reading ବିଏମ୍‌ସିର ‘କୋଭିଡ୍‌’ ଛଳନା : ସାଧାରଣ ଲୋକଙ୍କ ପାଇଁ ସବୁ କଟକଣା